Active Fund vs Passive Fund | Mutual Fund Difference in Odia
Mutual Fund ରେ invest କରିବା ପୂର୍ବରୁ Active Fund ଓ Passive Fund ମଧ୍ୟରେ difference ବୁଝିବା ବହୁତ important। Active Fund ରେ fund manager ଆପଣଙ୍କ ଟଙ୍କାକୁ actively manage କରନ୍ତି। ସେମାନେ decide କରନ୍ତି କେଉଁ company ରେ invest କରିବେ, କେଉଁ company ରୁ exit କରିବେ, ଏବଂ portfolio କୁ କେମିତି manage କରିବେ। Active fund ର target ହେଉଛି market ବା benchmark ଠାରୁ better return generate କରିବା। Passive Fund market କୁ beat କରିବାକୁ try କରେନି। ଏହା simple ଭାବରେ market index କୁ follow କରେ। Example: Nifty 50 Index Fund ରେ fund manager ଙ୍କ କାମ ହେଉଛି Nifty 50 index ରେ ଥିବା 50ଟି company କୁ ସେମାନଙ୍କ weightage ଅନୁସାରେ fund ରେ replicate କରିବା। Simple language ରେ — Active Fund market କୁ beat କରିବାକୁ try କରେ, ଆଉ Passive Fund market ସହିତ ଚାଲିବାକୁ try କରେ। Disclaimer: ଏହି video କେବଳ financial education purpose ପାଇଁ। Mutual fund investments are subject to market risks. Investment କରିବା ପୂର୍ବରୁ scheme related documents carefully read କରନ୍ତୁ।#MutualFund #ActiveFund #PassiveFund #IndexFund #Nifty50 #MutualFundOdia #FinancialEducationOdia #OdishaFinance #WealthyOdisha #ActiveVsPassive #IndexFundIndia #InvestmentOdia #PersonalFinanceOdia #MutualFundForBeginners #YouTubeShorts
Added
Know someone who'd love this clip?
Share it with friends and fellow fans.